![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/63/Strokkur_geyser_eruption%252C_close-up_view.jpg/640px-Strokkur_geyser_eruption%252C_close-up_view.jpg&w=640&q=50)
ଉଷ୍ମ ପ୍ରସ୍ରବଣ
From Wikipedia, the free encyclopedia
ଉଷ୍ମ ପ୍ରସ୍ରବଣ ଏକ ପ୍ରକାର ପାଣିର ଉତ୍ସ ଯେଉଁଥିରେ ସମୟେ-ସମୟେ ପାଣି ଜୋରରେ ଭୂମିରୁ ଶକ୍ତିଶାଳୀ ଝରଣା ପରି ଫୁଟି ଥାଏ ଏବଂ ତା'ସହିତ ବାମ୍ଫ ବାହାରିଥାଏ। ଏହା ପୃଥିବୀରେ ବହୁ କମ ସ୍ଥାନରେ ମିଳିଥାଏ, କାରଣ ଏହାର ନିର୍ମାଣ ପାଇଁ ବିଶେଷ ଭୂତାପୀୟ ପ୍ରବଣତା ଅନ୍ୟ ଭୂବୈଜ୍ଞାନିକ ପରିସ୍ଥିତି ଗୁଡିକର ଆବଶ୍ୟକତା ହୋଇଥାଏ ।
![Thumb image](http://upload.wikimedia.org/wikipedia/commons/thumb/6/63/Strokkur_geyser_eruption%2C_close-up_view.jpg/640px-Strokkur_geyser_eruption%2C_close-up_view.jpg)