From Wikipedia, the free encyclopedia
ଉମରକୋଟ ଶିବ ମନ୍ଦିର, ଏକ ଶିବ ମନ୍ଦିର । ଏହା ପାକିସ୍ତାନ ଦେଶର ସିନ୍ଧ ପ୍ରଦେଶ ଅଞ୍ଚଳରେ ଜାହାଙ୍ଗୀର ଗୋଠ ଅଞ୍ଚଳରେ ରହିଛି । ସେଠାରେ ହଜରତ ନିମାନୋ ଶାହ ଦରଗହ ମଧ୍ୟ ରହିଛି । [1]
ଉମରକୋଟ ଶିବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Umerkot Division |
Governing body | Pakistan Hindu Council |
Location | |
Architecture | |
Type | Hindu temple |
Website | |
http://www.pakistanhinducouncil.org/ |
ସିନ୍ଧ ଅଞ୍ଚଳରେ ରହୁଥିବା ହିନ୍ଦୁ ଲୋକଙ୍କ ପାଇଁ ଏହି ମନ୍ଦିର ଖୁବ ପବିତ୍ର ଓ ଏହା ମହତ୍ୱପୂର୍ଣ ଭକ୍ତିପୀଠ । ଏଠାରେ ଅସୁବିଧାରେ ଥିବା ଅନେକ ଭକ୍ତ ଆଶ୍ରୟ ନିଅନ୍ତି ।
ଏଠାରେ ବିଶ୍ୱର ସାନୁଠାରୁ ଚମତ୍କାର ଶିବ ଲିଙ୍ଗା ରହିଥିବା କୁହାଯାଇଥାଏ ।ସ୍ଥାନୀୟ ଲୋକଙ୍କ କଥାନୁସାରେ ତାହାର ଆକାର ବର୍ଦ୍ଧନ ହେଇଥିବା କଥା ମଧ୍ୟ ଜଣାଯାଇଥାଏ ।
ପ୍ରତିବର୍ଷ ଏଠାରେ ମହଶିବରାତ୍ରି ପାଳନ ହେବା ସହ ଆଖ ପାଖ ଅଞ୍ଚଳରୁ ଅନେକ ଭକ୍ତଙ୍କ ସମାଗମ ହେଇ ମେଳା ମଧ୍ୟ ହେଇଥାଏ । ମେଳାରେ ବହୁ ପ୍ରକାର ସଂସ୍କୃତିକ କରଜ୍ୟକରମ ଅନୁଷ୍ଠିତ ହେଇଥାଏ । 3 ଇନ ଧରି ଏଠାରେ ଜନସମାଗମ ହେଇଥାଏ । ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଆସିଥାନ୍ତି ।
କୁହ ଯାଏ ଯେ ହଜାର ବର୍ଷ ଆଗରୁ ଏକ ବ୍ୟକ୍ତି ଏଠାରେ ଗାଈ ଗୋରୁ ରାଖୀ ଜୀବିକା ଅର୍ଜନ କରୁଥିଲେ । ଦିନେ ଦେଖିଲେ ଯେ ଏକ ଗାଈ ଏକ ସ୍ଥାନକୁ ଯାଇ ଆପେ ଆପେ ତାହାର କ୍ଷୀର ଏହା ସ୍ଥାନରେ ପ୍ରଦାନ କରୁଛି । ସେ ସ୍ଥାକୁ ଯାଇ ଦେଖିଲେ ଯେ ସେଠାରେ ମାଟି ତଳୁ ଏକ ଶିବଲିଙ୍ଗର ଅବିଭାବ ହେଇଛି । ତା ପରେ ସ୍ଥାନୀୟ ଲୋକ ଆସି ସେଠାରେ ଶିବ ମନ୍ଦିର ନିର୍ମାଣ କରି ଆରାଧନା ଆରମ୍ଭ କରିଥିଲେ । ତେବେ ଏହି କାହାଣୀ ତ ସତ୍ୟତା ନେଇ କିଛି ପ୍ରମାଣ ମିଳିନହି ।
ଛାଞ୍ଚ:Col div
ଛାଞ୍ଚ:Col div end
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.