ଉଜ୍ଜୟିନୀ
ମଧ୍ୟପ୍ରଦେଶ୍ ରାଜ୍ୟ ର ସିପ୍ରା ନଦୀ ତଟରେ ଥିବା ଏକ ପ୍ରାଚୀନ ସହର / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts ଉଜ୍ଜୟିନୀ उज्जैन, ଦେଶ ...
ଉଜ୍ଜୟିନୀ
उज्जैन | |
---|---|
ସହର | |
ଦେଶ | ଭାରତ |
ରାଜ୍ୟ | ମଧ୍ୟ ପ୍ରଦେଶ |
ଜିଲ୍ଲା | ଉଜ୍ଜୟିନୀ |
Population (2011) | |
• Total | ୫,୧୫,୨୧୫ |
Languages | |
• Official | Hindi |
Time zone | UTC+5:30 (IST) |
PIN | 456001 |
Telephone code | 0734 |
Website | ujjain |
Close
ଉଜ୍ଜୟିନୀ ମଧ୍ୟ ପ୍ରଦେଶ ରାଜ୍ୟର ଏକ ପ୍ରମୁଖ ସହର ଓ ଶିପ୍ରା ନଦୀ କୂଳରେ ଅବସ୍ତିତ । ଏହା ବିକ୍ରମାଦିତ୍ୟଙ୍କ ରାଜ୍ୟର ରାଜଧାନୀ ଥିଲା ଏବଂ କାଳିଦାସ ନଗରୀ ନାମରେ ଜଣାଶୁଣା । ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ମହାକାଳେଶ୍ୱର ଏଠାରେ ବିରାଜମାନ ।[1]