ଉଇଲିୟମ୍ ହେନେରୀ ପର୍କିନ
From Wikipedia, the free encyclopedia
ଉଇଲିୟମ୍ ହେନେରି ପର୍କିନ୍ (୧୮୩୮- ୧୯୦୭) ୧୮୩୮ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଲଣ୍ଡନଠାରେ ଭୂମିଷ୍ଠ ହୋଇଥିଲେ । ତାଙ୍କ ପିତା 'ଜର୍ଜ ପର୍କିନ୍' ଜଣେ ବଢେ଼ଇଥିଲେ । ସାତ ଭାଇଭଉଣୀ ମଧ୍ୟରେ ଉଇଲିୟମ ପର୍କିନ୍ କନିଷ୍ଠ ଥିଲେ ।
Quick Facts ସାର୍ ଉଇଲିୟମ୍ ହେନେରୀ ପର୍କିନ୍, ଜନ୍ମ ...
ସାର୍ ଉଇଲିୟମ୍ ହେନେରୀ ପର୍କିନ୍ | |
---|---|
ଜନ୍ମ | (1838-03-12)୧୨ ମାର୍ଚ୍ଚ ୧୮୩୮ |
ମୃତ୍ୟୁ | ୧୪ ଜୁଲାଇ ୧୯୦୭(୧୯୦୭-୦୭-୧୪) |
ପ୍ରସିଦ୍ଧି | Aniline dye, mauveine, Perkin triangle |
ପୁରସ୍କାର | Royal Medal, Davy Medal, Perkin Medal |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ରସାୟନ ବିଜ୍ଞାନ |
ପ୍ରଭାବିତ କରିଥିଲେ | ଅଗଷ୍ଟ ଉଇଲ୍ହେଲ୍ମ୍ ଭୋନ୍ ହଫ୍ମ୍ୟାନ୍ (August Wilhelm von Hofmann) |
Close