ଉଇକିପିଡ଼ିଆ:ଭିଡିଓୱିକି/ସାଧାରଣତନ୍ତ୍ର ଦିବସ
From Wikipedia, the free encyclopedia
୧୯୫୦ ଜାନୁଆରୀ ୨୬ ତାରିଖରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ପ୍ରତି ବର୍ଷ ଏହି ଦିନଟିକୁ ଭାରତର ରାଷ୍ଟ୍ରୀୟ ପର୍ବ ରୂପେ ପାଳନ କରାଯାଏ । ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।[1]
Quick Facts ଭିଡିଓୱିକି/ସାଧାରଣତନ୍ତ୍ର ଦିବସ (Tutorial), Steps for video creation ...
ଭିଡିଓୱିକି/ସାଧାରଣତନ୍ତ୍ର ଦିବସ (Tutorial) | |
---|---|
ଫାଇଲ:ଉଇକିପିଡ଼ିଆ-ଭିଡିଓୱିକି-ସାଧାରଣତନ୍ତ୍ର ଦିବସ.webm | |
Link to Commons | |
Steps for video creation | |
Step 1 | Preview my changes (10 sec) |
Step 2 | Upload to Commons (10 min) |
Close