ଉଇକିପିଡ଼ିଆ:ପରିଛା ହେବା ପାଇଁ ଅନୁରୋଧ
From Wikipedia, the free encyclopedia
"WP:RFA" redirects here. For ଆପେ ଆପେ କାମ କରୁଥିବା ସଭ୍ୟପଦ ନିମନ୍ତେ ଦେଖନ୍ତୁ:, see Wikipedia:Bot requests.
ପରିଛା ହେବାପାଇଁ ଅନୁରୋଧ (RfA) ଗୋଟିଏ ବ୍ୟବସ୍ଥା ଯେଉଁଥିରେ ଉଇକିପିଡ଼ିଆ ସଙ୍ଘ କିଏ ପରିଛା (ସେମାନଙ୍କୁ admins ବା sysops ବି କୁହାଯାଏ) ହେବ ସେକଥା ସ୍ଥିର କରେ , ସେମାନେ ସାଧାରଣ ବ୍ୟବହାରକାରୀଙ୍କଠାରୁ କିଛି ଅଧିକ ବୈଷୟିକ ସୁବିଧା ଦିଆଯାଇଥାଏ ଯାହାକି ଉଇକିପିଡ଼ିଆକୁ ସମ୍ଭାଳିବାରେ ସାହାଯ୍ୟ କରେ । ଜଣେ ବ୍ୟବହାରକାରୀ ନିଜେ ପରିଛା ହେବା ପାଇଁ ନିଜର ଅନୁରୋଧ ପଠାଇଥାଏ (ନିଜେ ପରିଛା ପାଇଁ ଆବେଦନ କରିବା), ନହେଲେ ବାକି ବ୍ୟବହାରକାରୀଙ୍କ ଦେଇ ବଛା ହୋଇଥାନ୍ତି । ଦୟାକରି ପରିଛାଙ୍କ ପଢ଼ିବା ତାଲିକା, କେମିତି କାମ କରିବେ-ସାହାଯ୍ୟ, ଆଉ ପରିଛା ପାଇଁ ଅନୁରୋଧ-ସାହାଯ୍ୟ ଆଦି ପରିଛା ପାଇଁ ଅନୁରୋଧ କରିବା ଆଗରୁ ନିହାତି ଜାଣନ୍ତୁ ।