![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/4a/Crookes_tube-in_use-lateral_view-standing_cross_prPNr%25C2%25B011.jpg/640px-Crookes_tube-in_use-lateral_view-standing_cross_prPNr%25C2%25B011.jpg&w=640&q=50)
ଇଲେକ୍ଟ୍ରୋନ
From Wikipedia, the free encyclopedia
ଇଲେକ୍ଟ୍ରୋନ (ପ୍ରତୀକ: e-) ହେଉଛି ବିଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ଏକ ଅବପରମାଣବିକ କଣିକା ।[1]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
Quick Facts ଗଠନ, ପରିସଂଖ୍ୟାନ ...
![]() Experiments with a Crookes tube first demonstrated the particle nature of electrons. In this illustration, the profile of the Maltese-cross-shaped target is projected against the tube face at right by a beam of electrons. | |
ଗଠନ | Elementary particle |
---|---|
ପରିସଂଖ୍ୟାନ | Fermionic |
ପିଢୀ | First |
ସମ୍ପର୍କ | Gravity, Electromagnetic, Weak |
ପ୍ରତୀକ | Error no symbol defined, Error no symbol defined |
ପ୍ରତି-କଣିକା | Positron (also called antielectron) |
Theorized | Richard Laming (1838–1851), G. Johnstone Stoney (1874) and others. |
ଆବିଷ୍କାର | J. J. Thomson (1897) |
ବସ୍ତୁତ୍ଵ | ୯.୧୦୯୩୮୨୯୧(40)×୧୦−୩୧kg ୫.୪୮୫୭୯୯୦୯୪୬(22)×୧୦−୪u [୧,୮୨୨.୮୮୮୪୮୪୫(14)]−1 u ୦.୫୧୦୯୯୮୯୨୮(11)MeV/c2 |
ବୈଦୁତିକ ଚାର୍ଜ | −୧e −୧.୬୦୨୧୭୬୫୬୫(35)×୧୦−୧୯C −୪.୮୦୩୨୦୪୫୧(10)×୧୦−୧୦esu |
Magnetic moment | −1.00115965218076(27) μB |
Spin | 1⁄2 |
Close
ଇଲେକ୍ଟ୍ରୋନର କୌଣସି ଉପାଦାନ ଥିବା କଥା ଜଣାନାହିଁ । ଏହାକୁ ସାଧାରଣତଃ ପ୍ରାଥମିକ କଣିକା କୁହାଯାଏ । ଗୋଟିଏ ଇଲେକ୍ଟ୍ରୋନର ବସ୍ତୁତ୍ୱ ପ୍ରୋଟୋନ ବସ୍ତୁତ୍ୱର ୧/୧୮୩୬ ଭାଗ ହେଇଥାଏ ।