![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/c/c8/Ileana_Citaristi.jpg/640px-Ileana_Citaristi.jpg&w=640&q=50)
ଇଲିଆନା ସିତାରିଷ୍ଟ
ଓଡ଼ିଶୀ ଏବଂ ଛଉ ନାଚ ନୃତ୍ୟଶିଳ୍ପୀ / From Wikipedia, the free encyclopedia
ଇଲିଆନା ସିତାରିଷ୍ଟ ଇଟାଲୀରେ ଜନ୍ମିତ ଓ ଭୁବନେଶ୍ୱରରେ ରହୁଥିବା ଜଣେ ଓଡ଼ିଶୀ ଏବଂ ଛଉ ନାଚ ନୃତ୍ୟଶିଳ୍ପୀ । ୧୯୯୫ ମସିହାରେ ମୃଣାଳ ସେନଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ ।
Quick Facts ଇଲିଆନା ସିତାରିଷ୍ଟ, Background information ...
ଇଲିଆନା ସିତାରିଷ୍ଟ | |
---|---|
![]() ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଛଉ ନାଚ ପ୍ରଦର୍ଶନ ପରେ ଇଲିଆନା ସିତାରିଷ୍ଟ | |
Background information | |
ଜନ୍ମ ସମୟରେ ନାମ | ଇଲିଆନା ସିତାରିଷ୍ଟ |
ଜନ୍ମ | (1968-11-16) ୧୬ ନଭେମ୍ବର ୧୯୬୮ (ବୟସ ୫୫) ବରଗାମୋ, ଇଟାଲୀ |
ଜନ୍ମସ୍ଥାନ | ଇଟାଲୀୟ |
ଶୈଳୀ | ଓଡ଼ିଶୀ, ଛଉ |
ପେଷା | ଓଡ଼ିଶୀ ଓ ଛଉ ନର୍ତ୍ତକୀ ଓ ଶିକ୍ଷକ |
ୱେବସାଇଟ | Official website |
Close