![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/0a/Ila_Arun.jpg/640px-Ila_Arun.jpg&w=640&q=50)
ଇଲା ଅରୁଣ
ଭାରତୀୟ ଅଭିନେତ୍ରୀ ଓ ଗାୟିକା / From Wikipedia, the free encyclopedia
ଇଲା ଅରୁଣ (ଇଂରାଜୀ ଭାଷାରେ Ila Arun) ଜଣେ ଭାରତୀୟ ଅଭିନେତ୍ରୀ, ଟିଭି କାର୍ଯ୍ୟକର୍ତ୍ତା ଓ ରାଜସ୍ଥାନୀ ଲୋକ ସଙ୍ଗୀତ (folk) ଗାୟିକା ।[1] ସେ ଲମ୍ହେ, ଯୋଧା ଆକବର, ଶାଦି କେ ସାଇଡ ଇଫେକ୍ଟ ଓ ବେଗମ ଜାନ ଭଳି ଚଳଚ୍ଚିତ୍ରମାନଙ୍କରେ ଅଭିନୟ କରିଛନ୍ତି ।
Quick Facts ଇଲା ଅରୁଣ, Background information ...
ଇଲା ଅରୁଣ | |
---|---|
![]() ଇଲା ଅରୁଣ | |
Background information | |
ଶୈଳୀ | ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ (Indian Film Music), ପାର୍ଶ୍ୱ ଗାୟିକା, ଶାସ୍ତ୍ରୀୟ ଗାୟୀକା (Classical Singer), ଭାତୀୟ ପପ୍ ଗାୟିକା Pop Singer |
ପେଷା | ଗାୟିକା ଓ ଅଭିନେତ୍ରୀ |
କାର୍ଯ୍ୟକାଳ | ୧୯୭୯–ବର୍ତ୍ତମାନ ପର୍ଯ୍ୟନ୍ତ |
Close