[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

Quick Facts Malda মালদাEnglish Bazar, ଦେଶ ...
Malda
মালদা
English Bazar
City / Urban Agglomeration
Thumb
The historical entry gate to Gaur
Nickname: 
Mango City
ଦେଶ ଭାରତ
ରାଜ୍ୟWest Bengal
ଜିଲ୍ଲାMalda
Elevation
17 m (56 ft)
Population
 (2011)[1]
  City / Urban Agglomeration୨,୧୬,୦୮୩
  Metro୩,୨୪,୨୩୭
ଭାଷା
  ସରକାରୀBengali, English
Time zoneUTC+5:30 (IST)
PIN
73210x
ଟେଲିଫୋନ କୋଡ଼91-3512-2xxxxx
ଯାନବାହାନ ପଞ୍ଚୀକରଣWB-65/WB-66
Lok Sabha constituencyMaldaha Dakshin
Vidhan Sabha constituencyEnglish Bazar
Websitewww.englishbazarmunicipality.com
1The coordinates given here are metric and based upon the Microsoft Encarta Reference Library Map Center 2005 2
Close

ଇଂରାଜୀ ବଜାର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହାକୁ ମାଲଦା ବି କୁହାଯାଏ । 'ଆମ୍ବ ସହର' ଭାବେ ଏହା ଜଣାଶୁଣା । ମାଲଦା, ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଅବସ୍ଥିତ ।

ଭୋଗୋଳିକ ଅବସ୍ଥିତି

ମାଲଦାର ଅବସ୍ଥିତି 25.00°N 88.15°E / 25.00; 88.15ରେ ଅଟେ ।[3] ସମୁଦ୍ର ପତନଠାରୁ ଏହାର ଉଚ୍ଚତା ପ୍ରାୟତଃ ୧୭ ମିଟର (୫୬ ଫୁଟ) ଅଟେ । ମହାନନ୍ଦ ନଦୀର ପଶ୍ଚିମ ପାର୍ଶ୍ୱରେ ଏହି ସହରଟିସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଇଂରାଜୀ ବଜାର ସହରର ମୋଟ ଜନସଂଖ୍ୟା ୧୬୧୪୪୮ ଅଟେ ।[4] ସେଥି ମଧ୍ୟରୁ ୫୧.୩୭% ଜଣ ପରୁଷ ହୋଇଥିବା ବେଳେ ୪୮.୬୩% ଜଣ ନାରୀ ଅଟନ୍ତି । ଇଂରାଜୀ ବଜାରର ସାକ୍ଷରତା ହାର ୭୪.୫୮% ଅଟେ । ଏହା ଜାତୀୟ ହାରଠାରୁ ୯.୭୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୨୧% ପ୍ରତିଶତ ପୁରୁଷ ଓ ୩୪.୩୭% ନାରୀ ଅଟନ୍ତି । ୧୦.୨୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[4]

ଭାଷା

ବଙ୍ଗାଳୀ ଇଂରାଜୀ ବଜାରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ଆଧାର

ବାହାର ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.