ଏକ ଔଷଧ ଯାହା ପାରାସେଟାମୋଲ(ଆସେଟାମିନୋଫେନ) ଅଧିକମାତ୍ରାର ଚିକିତ୍ସା ନିମନ୍ତେ ଦିଆଯାଏ From Wikipedia, the free encyclopedia
ଆସେଟିଲସିସ୍ଟିନ, ଅନ୍ୟ ନାମ ଏନ-ଆସେଟିଲସିସ୍ଟିନ ବାr ଏନ-ଆସେଟିଲ-ଏଲ-ସିସ୍ଟିନ (ଏନଏସି), ଏକ ଔଷଧ ଯାହା ପାରାସେଟାମୋଲ(ଆସେଟାମିନୋଫେନ) ଅଧିକମାତ୍ରା (overdose) ନିମନ୍ତେ ଦିଆଯାଏ ଓ ସିସ୍ଟିକ ଫାଇବ୍ରୋସିସ ତଥା କ୍ରନିକ ଅବସ୍ଟ୍ରକ୍ଟିଭ ପଲମୋନାରି ଡିଜିଜ ରୋଗମାନଙ୍କରେ ବହଳିଆ ଖଙ୍କାର ପତଳା କରିବା ପାଇଁ ଦିଆଯାଏ । [2] ଏହି ଔଷଧ ପାଟିରେ ଖାଇବାକୁ, ଶୀରାରେ ଇଞ୍ଜେକସନ ଆକାରରେ ଓ ଆଘ୍ରଣକାରୀ ଆକାରରେ ଦିଆଯାଏ ।[2]
Clinical data | |
---|---|
Pronunciation | /əˌsɛtəlˈsɪstiːn/ |
Trade names | Acetadote, Fluimucil, Mucomyst, Parvolex |
AHFS/Drugs.com | monograph |
data |
|
Pregnancy category |
|
Routes of administration | Oral, injection, inhalation |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 10% (Oral)[1] |
Protein binding | 50 to 83%[2] |
Metabolism | Liver[2] |
Elimination half-life | 5.6 hours[3] |
Excretion | Renal (30%),[2] faecal (3%) |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.009.545 |
Chemical and physical data | |
Formula | C5H9NO3S |
Molar mass | 163.195 |
3D model (JSmol) | |
Melting point | 106 °C (223 °F) |
Boiling point | 108 °C (226 °F) |
Solubility in water | 200 mg/mL (20 °C) |
SMILES
| |
InChI
| |
(what is this?) (verify) |
ଔଷଧ ଖାଇଲେ ଅଇ ଓ ବାନ୍ତି ହୋଇପାରେ । ବେଳେବେଳେ ଚର୍ମ ଲାଲ ଦେଖାଯାଏ ଓ ଗଲୁ କରେ । ଆନାଫାଇଲାକ୍ସିସ ମଧ୍ୟ ହୋଇପାରେ । ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ରହେ । ଏହାର କର୍ଯ୍ୟପ୍ରଣାଳୀ: ଗ୍ଲୁଟାଥାୟନ ସ୍ତର ବୃଦ୍ଧି କରେ ଓ ପରାସେଟାମୋଲର ବିଷାକ୍ତ ରାସାୟନିକ ବିଭାଜିତ ଦ୍ରବ୍ୟଗୁଡ଼ିକ ସହିତ ଯୋଡ଼ିହୋଇଯାଏ ।[2]
ଆସେଟିଲସିସ୍ଟିନ ସନ ୧୯୬୦ରେ ପେଟେଣ୍ଟ କରାଯାଇଥିଲା ଓ ସନ ୧୯୬୮ରେ ବ୍ୟବହାର ନିମନ୍ତେ ଲାଇସେନ୍ସ ଦିଆଯାଇଥିଲା । [5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ । [7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.