ଏହା ଏକ ଔଷଧ ଯାହା ହେପାରିନ ଦ୍ୱାରା ସୃଷ୍ଟି ହୋଇଥିବା ଥ୍ରୋମ୍ବୋସାଇଟୋପେନିଆ (HIT) ରେ ରକ୍ତ ଜମାଟ ବାନ୍ଧିବାର ଚିକ From Wikipedia, the free encyclopedia
ଆର୍ଗାଟ୍ରୋବାନ ହେଉଛି ଏକ ଔଷଧ ଯାହା ହେପାରିନଦ୍ୱାରା ସୃଷ୍ଟି ହୋଇଥିବା ଥ୍ରୋମ୍ବୋସାଇଟୋପେନିଆ (HIT)ରେ ରକ୍ତ ଜମାଟ ବାନ୍ଧିବାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ । [2] [3] ଏହା ଏଚଆଇଟି (HIT) ସହିତ ପରକ୍ୟୁଟାନିଅସ କରୋନାରୀ ହସ୍ତକ୍ଷେପ (PCI)ରେ ଥିବା ଲୋକମାନଙ୍କରେ ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୋଇପାରେ । [3] ଏକ ଶିରାରେ ଏହା ଧୀରେ ଧୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [2]
Clinical data | |
---|---|
AHFS/Drugs.com | monograph |
data |
|
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Bioavailability | 100% (intravenous) |
Protein binding | 54% |
Metabolism | hepatic |
Elimination half-life | 39 and 51 minutes |
Identifiers | |
IUPAC name
| |
ECHA InfoCard | 100.166.378 |
Chemical and physical data | |
Formula | C23H36N6O5S |
Molar mass | ୫୦୮.୬୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଜ୍ୱର, ତରଳ ଝାଡ଼ା, ଅଣନିଶ୍ୱାସ ଏବଂ ମୁଣ୍ଡବିନ୍ଧା ହୋଇପାରେ । [3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ। [3] ଯକୃତ ଜନିତ ସମସ୍ୟା ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ । [3] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [3] ଏହା ଏକ ରକ୍ତ ଜମାଟ ବିରୋଧୀ ବା ଆଣ୍ଟିକୋଆଗୁଲାଣ୍ଟ ଅଟେ, ବିଶେଷତଃ ଏକ ସିଧାସଳଖ ଥ୍ରୋମ୍ବିନ ଅବରୋଧକ । [2] [4]
୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆର୍ଗାଟ୍ରୋବାନ ଅନୁମୋଦିତ ହୋଇଥିଲା। [3] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [2] ୨୦୨୧ ସୁଦ୍ଧା ଯୁକ୍ତରାଜ୍ୟରେ ୫୦ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ £ ୫୦ ଅଟେ। [2] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୧୦ ଡଲାର ଅଟେ। [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.