ଆନ୍ଥ୍ରାକୋଥେରିଡ଼େ (English: Anthracothere) ଜଳହସ୍ତୀ-ଭଳି ଏକ ଆର୍ଟିଡାକଟାଇଲ ଅଙ୍ଗୁଲେଟ ଏବଂ ଜଳହସ୍ତୀ ଓ ତିମି ମାଛମାନଙ୍କ ସହ ସମ୍ବନ୍ଧିତ ଏକ ଜାତି । [3] ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ ।

Quick Facts ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ, Subfamilies and Genera ...
ଆନ୍ଥ୍ରାକୋଥେରିଡ଼େ
ଜୀବାଶ୍ମ କାଳ: Middle Eocene–Late Pliocene
PreЄ
Є
O
S
D
C
P
T
J
K
Pg
N
Thumb
ଆନ୍ଥ୍ରାକୋଥେରିଅମ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ଉପଗଣ: ହ୍ୱିପୋମୋର୍ଫା
Family: Anthracotheriidae
ଲେଇଡ଼ି
Subfamilies and Genera[1][2]

Anthracotheriinae

  • Anthracotherium (type genus)
  • Heptacodon
  • Siamotherium

Bothriodontinae

  • Aepinacodon
  • Afromeryx
  • Arretotherium
  • Brachyodus
  • Bothriogenys
  • Elomeryx
  • Hemimeryx
  • Kukusepasutanka
  • Libycosaurus
  • Merycopotamus
  • Sivameryx
Close

ସର୍ବପୁରାତନ ଜାତି ଏଲୋମେରିକ୍ସ] ପ୍ରଥମେ ମଧ୍ୟ-ଇଉସିନରେ ଏସିଆରେ ଦେଖାଯାଇଥିଲେ । ସେମାନେ ଆଫ୍ରିକା ଆଉ ଇଉରେସିଆରେ ବୃଦ୍ଧିପାଇଥିଲେ ଓ ଓଲିଗୋସିନ ବେଳେ ସେମାନଙ୍କ ଭିତରୁ କେତୋଟି ଉପଜାତି ଉତ୍ତର ଆମେରିକାକୁ ମଧ୍ୟ ଯାଇଥିଲେ । ସେମାନେ ଇଉରୋପ ଓ ଆଫ୍ରିକାରେ ପରିବେଶର ପରିବର୍ତ୍ତନ ଓ ଘୁଷୁରୀ ଓ ଜଳହସ୍ତୀ ଭଳି ଅନ୍ୟାନ୍ୟ ଆର୍ଟିଓଡାକ୍ଟାଇଲଙ୍କ ସଙ୍ଗେ ସଂଘର୍ଷ ସକାଶେ ମିଓସିନ ସମୟରେ ମରିଯାଇଥିଲେ ।[4] କନିଷ୍ଠତମ ପ୍ରଜାତି ମେରିକୋପଟାମସ ଏସିଆରେ ପ୍ଲିଓସିନ ଶେଷ ଆଡ଼କୁ ଏସିଆରେ ମରିଯାଇଥିଲା । ଏହି ଜାତି ପ୍ରଥମେ ଆବିଷ୍ଖୃତ ପ୍ରଜାତି ଆନ୍ଥ୍ରାକୋଥେରିଅମ ନାମରେ ନାମିତ ଓ ତାହାର ଅର୍ଥ "କୋଇଲା ପଶୁ" କାରଣ ପ୍ରଥମ ଜୀବାଶ୍ମସବୁ ଫ୍ରାନ୍ସର ପାଲିଓଜିନ ଥିବା କୋଇଲା ଶଯ୍ୟାରୁ ମିଳିଥିଲା । ଆନ୍ଥ୍ରାକୋଥେରିଅମ ପ୍ରଜାତିର ଜୀବାଶ୍ମ ଅବଶେଷ ହାର୍ଭାଡ଼ ବିଶ୍ୱବିଦ୍ୟାଳୟ ଓ ଜିଓଲଜିକାଲ ସର୍ଭେ ଅଫ ପାକିସ୍ଥାନର ମିଳିତ ଗବେଷଣା ପ୍ରକଳ୍ପ (Y-GSP) ଅନ୍ତର୍ଗତ ଉତ୍ତର ପାକିସ୍ଥାନର ପଥହାର ମାଳଭୂମିରୁ ଅତି-ପୁରାତନ ମଧ୍ୟ ଓ ଶେଷ ମିଓସିନ ଅବଶେଷରୁ ମିଳିଥିଲା ।[5]

ଜୀବଙ୍କାଳରେ ଏକ ମଧ୍ୟମ ଆନ୍ଥ୍ରାକୋଥେରିଡ଼େ ଏକ ପତଳା ଜଳହସ୍ତୀ ଆକାରର ଏକ ଅପେକ୍ଷାକୃତ ଛୋଟ, ପତଳା ମୁଣ୍ଡ ଓ ଘୁଷୁରୀ ଭଳି ଦେଖିବାକୁ ହୋଇଥିବ ।[6] ପ୍ରତି ପାଦରେ ଚାରିରୁ ପାଞ୍ଚଟି ଆଙ୍ଗୁଳି ଥିଲା ଓ ଓସାରିଆ ପାଦ ପଙ୍କରେ ଚାଲିବାରେ ସାହାଯ୍ୟ କରୁଥିଲା । ସେମାନଙ୍କର ପୂରା ସେଟ ବା ୪୪ଟି ଦାନ୍ତ ଥିଲା ଓ ସେଥିମଧ୍ୟରୁ ଉପର କଳ ଦାନ୍ତରେ ପାଞ୍ଚଟି ମଧ୍ୟକ୍ରେସେନଟ୍ରିକ ଫାଙ୍କା ସ୍ଥାନ ଥିଲା ।[4] ଏଗୁଡ଼ିକ କେତେକ ଉପଜାତିଏ ଜଳସ୍ଥ ଉଦ୍ଭିଦ ଖୋଳି ବାହାର କରିବା ପାଇଁ ବ୍ୟବହୃତ ହେଉଥିଲା ।[7]

ଇତିହାସ

ଶ୍ରେଣୀ ବିଭାଗ

ଆହୁରି ଦେଖନ୍ତୁ

ଆଧାର

ଆହୁରି ପଢନ୍ତୁ

ବାହାର ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.