ଏହା ବୃକ୍କୀୟ ଜୀବକୋଷ କର୍କଟ (RCC) ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
ଆକ୍ସିଟିନିବ, ବେପାର ନାମ ଇନଲିଟା, ବୃକ୍କୀୟ ଜୀବକୋଷ କର୍କଟ (RCC)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [3] ଏହା ଏକାକୀ କିମ୍ବା ଆଭେଲୁମାବ କିମ୍ବା ପେମ୍ବ୍ରୋଲିଜୁମାବ ସହିତ ଅଗ୍ରବର୍ତ୍ତୀ ରୋଗରେ ବ୍ୟବହୃତ ହୁଏ । [3] ସୋରାଫେନିବ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୪.୭ ମାସରୁ ଏହା ୬.୭ ମାସ ପର୍ଯ୍ୟନ୍ତ ଖରାପ ହେବାକୁ ବିଳମ୍ବିତ କରେ । [4] ଏହା ପାଟିରେ ଦିଆଯାଏ | [3]
Clinical data | |
---|---|
Trade names | Inlyta, Axinix |
Synonyms | AG013736 |
AHFS/Drugs.com | monograph |
MedlinePlus | a612017 |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 58%[2] |
Protein binding | >99%[2] |
Metabolism | Liver (mostly CYP3A4/CYP3A5-mediated but with some contributions from CYP1A2, CYP2C19, UGT1A1)[2] |
Elimination half-life | 2.5-6.1 hours[2] |
Excretion | Feces (41%; 12% as unchanged drug), urine (23%)[2] |
Identifiers | |
IUPAC name
| |
ECHA InfoCard | 100.166.384 |
Chemical and physical data | |
Formula | C22H18N4OS |
Molar mass | ୩୮୬.୪୭ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଚ୍ଚ ରକ୍ତଚାପ, ଥକ୍କା, ବାନ୍ତି, ଓଜନ ହ୍ରାସ, ଦୁର୍ବଳତା ଏବଂ କୋଷ୍ଠକାଠିନ୍ୟ ହୋଇପାରେ । [3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ରକ୍ତସ୍ରାବ, ହୃଦଘାତ, ଜଠରାନ୍ତ୍ର ଛିଦ୍ର, କମ୍ ଥାଇରଏଡ୍, ଖରାପ କ୍ଷତ ଆରୋଗ୍ୟ, ଯକୃତ ସମସ୍ୟା ଏବଂ ରିଭର୍ସିବଲ ପୋଷ୍ଟିରିଅର୍ ଲ୍ୟୁକୋଏନ୍ସ ଫାଲୋପାଥି ସିଣ୍ଡ୍ରୋମ (RPLS) ଅନ୍ତର୍ଭୁକ୍ତ ହୋଇପାରେ। [3] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [3] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ବୃଦ୍ଧି କାରକ (VEGF)କୁ ଅବରୋଧ କରିଥାଏ | [5]
୨୦୧୨ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆକ୍ସିଟିନିବ ଅନୁମୋଦିତ ହୋଇଥିଲା । [4] [3] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୧୭,୩୦୦ ଡଲାର ଅଟେ । [6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.