ଆଇଜାକ ନିଉଟନ
From Wikipedia, the free encyclopedia
ସାର ଆଇଜାକ ନିଉଟନ (୪ ଜାନୁଆରୀ ୧୬୪୩ – ୩୧ ମାର୍ଚ୍ଚ ୧୭୨୭) ଜଣେ ଇଂରେଜ ଭୌତିକବିଦ ଏବଂ ଗଣିତଜ୍ଞ ଥିଲେ । ସେ ଗତି, ଆଲୋକ, ମାଧ୍ୟାକର୍ଷଣ, ଏବଂ କାଲ୍କୁଲସ୍ରେ ନିଜର ନୀୟମ ପାଇଁ ଜଣା । ୧୬୮୭ ରେ, ନିଉଟନ ଗୋଟିଏ ବହି ଫିଲୋସୋଫି ନାଚୁରାଲିସ ପ୍ରିନ୍ସିପିଆ ମାଥମେଟିକା (Philosophiae Naturalis Principia Mathematica) ଲେଖିଥିଲେ ଯେଉଁଥିରେ ସେ ତାଙ୍କର ସର୍ବବ୍ୟାପୀ ମାଧ୍ୟାକର୍ଷଣ ଏବଂ ଗତିର ତିନୋଟି ନୀୟମବିଷୟରେ କହିଥିଲେ ।
Quick Facts ସାର୍ ଆଇଜାକ୍ ନ୍ୟୁଟନ୍, ଜନ୍ମ ...
ସାର୍ ଆଇଜାକ୍ ନ୍ୟୁଟନ୍ | |
---|---|
ଜନ୍ମ | (1642-12-25)୨୫ ଡିସେମ୍ବର ୧୬୪୨
[NS: ୪ ଜାନୁୟାରୀ ୧୬୪୩] ଲିଙ୍କନ୍ସାୟାର୍, ଇଂଲଣ୍ଡ |
ମୃତ୍ୟୁ | ୨୦ ମାର୍ଚ୍ଚ ୧୭୨୭(1727-03-20) (ବୟସ ୮୪) [NS: ୩୧ ମାର୍ଚ୍ଚ ୧୭୨୭]0.3em ଇଂଲଣ୍ଡ |
ଜାତୀୟତା | ଇଂରେଜ |
ଶିକ୍ଷାନୁଷ୍ଠାନ | ଟ୍ରିନିଟି ମହାବିଦ୍ଯାଳୟ, କେମ୍ବ୍ରିଜ୍ |
ପ୍ରସିଦ୍ଧି | ନ୍ଯୁଟନୀୟ ଗତି ମାଧ୍ଯାକର୍ଷଣ କାଲ୍କୁଲସ୍ ଆଲୋକ ବିଜ୍ଞାନ ଦ୍ୱିଘାତ ପ୍ରଗତି ନ୍ଯୁଟନୀୟ ପ୍ରଣାଳୀ ଫିଲୋସୋଫି ନାଚୁରାଲିସ ପ୍ରିନ୍ସିପିଆ ମାଥମେଟିକା |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପଦାର୍ଥ ବିଜ୍ଞାନ, ଗଣିତ, ଜ୍ଯୋତିର୍ବିଜ୍ଞାନ, ସାଧାରଣ ଦର୍ଶନ, ରସାୟନ, ଖ୍ରୀଷ୍ଟୀୟ ଆଧ୍ଯାତ୍ମିକତା |
କର୍ମାନୁଷ୍ଠାନ | କେମ୍ବ୍ରିଜ୍ ବିଶ୍ୱବିଦ୍ଯାଳୟ ରାଜକୀୟ ସମାଜ |
ଶିକ୍ଷକୀୟ ଉପଦେଷ୍ଟା | ଆଇଜାକ୍ ବାରୋ[1] ବେଞ୍ଜାମିନ୍ ପୁଲେନ୍[2] |
ଜଣାଶୁଣା ଛାତ୍ର | ରୋଜର୍ କୋଟ୍ସ୍ ୱ୍ଇଲିୟମ୍ ହ୍ୱିଟ୍ସନ୍ |
ପ୍ରଭାବିତ କରିଥିଲେ | ହେନ୍ରୀ ମୁର୍ ପୋଲିସ୍ ବ୍ରେଦ୍ରେନ୍ |
ଆଦର୍ଶ | ନିକୋଲାସ୍ ଫାସିଓ ଡେ ଡୁଲିଅର୍ ଜନ୍ କିଲ୍ |
ଦସ୍ତଖତ | |
Close
Persondata | |
---|---|
Name | Newton, Isaac |
Alternative names | Newton, Sir Isaac |
Short description | English mathematician, physicist, and astronomer |
Date of birth | (1643-01-04)୪ ଜାନୁଆରୀ ୧୬୪୩ |
Place of birth | Woolsthorpe-by-Colsterworth, Lincolnshire, England |
Date of death | ୩୧ ମାର୍ଚ୍ଚ ୧୭୨୭(୧୭୨୭-୦୩-୩୧) |
Place of death | Kensington, London, England |
ନିଉଟନ ପ୍ରଥମ ପ୍ରାୟୋଗିକପ୍ରତିଫଳନ ଦୂରବୀକ୍ଷଣ ୧୬୬୮ରେ ତିଆରି କରିଥିଲେ; ସେ ମଧ୍ୟ ଆଲୋକ ଉପରେ ଗୋଟିଏ ତତ୍ତ୍ୱ ପ୍ରଦାନ କରିଥିଲେ ଯେ ଗୋଟିଏ ପ୍ରିଜିମ ଧଳା ଆଲୋକକୁ ଇନ୍ଦ୍ରଧନୁରେ ପରିଣତ କରେ । ସେ ମଧ୍ୟ ଗଟଫ୍ରେଡ଼ ଲେଇବିଞ୍ଜ୍ଙ୍କୁ ସାହାଯ୍ୟ କରିଥିଲେ କାଲକୁଲସ ତିଆରି କରିବା ପାଇଁ । ଆଲବର୍ଟ୍ ଆଇନ୍ଷ୍ଟାଇନ୍ଙ୍କ ଆପେକ୍ଷିକ ତତ୍ତ୍ୱ ପୂର୍ବରୁ ନ୍ୟୁଟନ୍ଙ୍କ ଆଲୋକ, ଗତି ଓ ମାଧ୍ୟାକର୍ଷଣ ନୀୟମ ଭୌତିକ ଶାସ୍ତ୍ରରେ ଅତ୍ୟଧିକ ପ୍ରଚଳିତ ଥିଲା ।