![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/ba/Ashtalakshmi_temple_2.jpg/640px-Ashtalakshmi_temple_2.jpg&w=640&q=50)
ଅଷ୍ଟଲକ୍ଷ୍ମୀ ମନ୍ଦିର, ଚେନ୍ନଇ
ଚେନ୍ନଇରେ ଅବସ୍ତିତ ଏକ ଲକ୍ଷ୍ମୀ ମନ୍ଦିର / From Wikipedia, the free encyclopedia
ଅଷ୍ଟଲକ୍ଷ୍ମୀ କୋଭିଲ ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଚେନ୍ନଇରେ ଥିବା ଏଲିଓଟ ସମୁଦ୍ର କୂଳ ଧାରରେ ଅବସ୍ଥିତ । ଏହି ମନ୍ଦିର ସମର୍ପିତ ହୋଇଛି ଲକ୍ଷ୍ମୀଙ୍କୁ ଯିଏ ଆଠଟି ଧନ-ପ୍ରତିରୂପଦାତ୍ରୀ ଅଟନ୍ତି, ଯଥା – ସନ୍ତାନ, ସଫଳତା, ସମୃଦ୍ଧି, ସାହସ, ଧନ, ବିରତ୍ୱ, ଖାଦ୍ୟ ଓ ଜ୍ଞାନ । ଗର୍ଭଗୃହଗୁଡ଼ିକ ଏପରି ତିଆରି ହୋଇଛି, ଯେପରିକି କୌଣସି ସ୍ଥାନକୁ ଦ୍ୱିତୀୟ ଥର ଯିବେନାହିଁ ।[1][2]
Quick Facts ଅଷ୍ଟଲକ୍ଷ୍ମୀ ମନ୍ଦିର, ଚେନ୍ନଇ, Religion ...
ଅଷ୍ଟଲକ୍ଷ୍ମୀ ମନ୍ଦିର, ଚେନ୍ନଇ | |
---|---|
![]() ଚେନ୍ନଇରେ ଅଷ୍ଟଲକ୍ଷ୍ମୀ ମନ୍ଦିର | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଚେନ୍ନଇ |
ଦେବାଦେବୀ | Goddess Lakshmi |
Location | |
ସ୍ଥାନ | ଚେନ୍ନଇ |
State | ତାମିଲ ନାଡ଼ୁ |
Country | ଭାରତ |
Architecture | |
Type | Hindu architecture |
Completed | 1976 |
Close
![Thumb image](http://upload.wikimedia.org/wikipedia/commons/thumb/8/8c/Ashtalakshmi_Kovil_-_Temple_of_Eight_Lakshmis%2C_Chennai%2C_Tamil_Nadu%2C_India.jpg/640px-Ashtalakshmi_Kovil_-_Temple_of_Eight_Lakshmis%2C_Chennai%2C_Tamil_Nadu%2C_India.jpg)