![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/b9/Ashwini_Ponnappa.jpg/640px-Ashwini_Ponnappa.jpg&w=640&q=50)
ଅଶ୍ୱିନୀ ପୋନାପ୍ପା
From Wikipedia, the free encyclopedia
ଅଶ୍ୱିନୀ ପୋନାପ୍ପା, ଜନ୍ମ ୧୮ ସେପ୍ଟେମ୍ବର ୧୯୮୯ ) ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । ସେ ଜାତୀୟ ଓ ଆନର୍ଜାତୀୟ ସ୍ତରରେ ସାଧାରଣତଃ ମହିଳା ଡବଲସ ଓ ମିକ୍ସ ଡବଲସରେ ଭାଗ ନେଇଥାନ୍ତି । ଜ୍ୱାଳା ଗୁଟ୍ଟା ଙ୍କ ସହ ତାଙ୍କର ଯୋଡି ଅନେକ ଜାତୀୟା ଆନ୍ତର୍ଜାତୀୟ ପଦକ ପାଇଛନ୍ତି ଓ ଡବଲସ ମହିଳା ବିଭାଗରେ ସେମାନେ ଏକ ସଫଳ ଯୋଡି ଭାବରେ ଖାତି ଅର୍ଜନ କରିଛନ୍ତି । ସେମାନଙ୍କ ଯୋଡି କମନୱେଲ୍ଥ ଗେମରେ ସ୍ୱର୍ଣ ପଦକ ସହ ବିଶ୍ୱ ଚମ୍ପିଅଂଶିପ ପ୍ରତିଯୋଗୀତାରେ ମଧ୍ୟ ବ୍ରୋଞ୍ଜ୍ଜ ପଦକ ହାସଲ କରିଥିଲେ । ବିଶ୍ୱ ରେନୀକିଙ୍ଗରେ ତାଙ୍କ ଯୋଡି ବହୁ କାଳ ଧରି ୨୦ ରେଙ୍କ ମଧ୍ୟରେ ରହିଛନ୍ତି ।
Quick Facts ଅଶ୍ୱିନୀ ପୋନାପ୍ପା, ବ୍ୟକ୍ତିଗତ ତଥ୍ୟ ...
ଅଶ୍ୱିନୀ ପୋନାପ୍ପା | |
---|---|
![]() ୨୦୧୫ରେ ଅଶ୍ୱିନୀ ପୋନାପ୍ପା | |
ବ୍ୟକ୍ତିଗତ ତଥ୍ୟ | |
ଜନ୍ମ ନାମ | ଅଶ୍ୱିନୀ ପୋନାପ୍ପା |
ଜନ୍ମ | (1989-09-18) ୧୮ ସେପ୍ଟେମ୍ବର ୧୯୮୯ (ବୟସ ୩୪) ବାଙ୍ଗାଲୋର, କର୍ଣ୍ଣାଟକ, ଭାରତ |
ବାସସ୍ଥାନ | ହାଇଦ୍ରାବାଦ, ଭାରତ |
ଉଚ୍ଚତା | 1.64 m |
ଓଜନ | ୬୦ କେଜି |
ଦେଶ | ଭାରତ |
ସକ୍ରିୟ କାଳ | ୨୦୦୭ - ବର୍ତ୍ତମାନ |
କେଉଁ ହାତ ବ୍ୟବହାର କରନ୍ତି | ଡାହାଣ |
ମହିଳା ଯୁଗଳ | |
ସର୍ବୋଚ୍ଚ ରାଙ୍କ | ୧୦ |
ବର୍ତ୍ତମାନ ରାଙ୍କ | ୨୬ |
BWF Profile |
Close