ଅରୁନ୍ଧତୀ ରାୟ
ଭାରତୀୟ ଔପନ୍ୟାସିକା / From Wikipedia, the free encyclopedia
ଅରୁନ୍ଧତୀ ରାୟ (ଜନ୍ମ: ୨୪ ନଭେମ୍ବର, ୧୯୬୧)[2] ଜଣେ ଭାରତୀୟ ଲେଖିକା ଏବଂ ସମାଜସେବୀ । ସେ କିଛି ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ "ଦି ଗଡ଼ ଅଫ ସ୍ମଲ ଥିଙ୍ଗସ" ପୁସ୍ତକ ପାଇଁ ବୁକର ପୁରସ୍କାର ପାଇଥିଲେ । ସେ "ନର୍ମଦା ବଚାଓ" ଆନ୍ଦୋଳନ ସହିତ ଭାରତର ଅନ୍ୟାନ୍ୟ ସାମାଜିକ ଆନ୍ଦୋଳନରେ ମଧ୍ୟ ଭାଗନେଇଛନ୍ତି । କାଶ୍ମୀରକୁ ନେଇ ତାଙ୍କ ବିବାଦୀୟ ବୟାନ କାରଣରୁ ସେ କିଛି ସମୟ ଧରି ଚର୍ଚ୍ଚାରେ ରହିଥିଲେ ।[3]
- ଏହି ଲେଖାଟି ଭାରତୀୟ ଲେଖିକା ଏବଂ ସମାଜସେବୀ ବାବଦରେ । ବାକିସବୁ ପାଇଁ, ଅରୁନ୍ଧତୀ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ଅରୁନ୍ଧତୀ ରାୟ, ଜନ୍ମ ଓ ଜନ୍ମସ୍ଥାନ ...
ଅରୁନ୍ଧତୀ ରାୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1961-11-24)୨୪ ନଭେମ୍ବର ୧୯୬୧ ଶିଳାଉଙ୍ଗ |
ବୃତ୍ତି | ଲେଖିକା ଏବଂ ସମାଜସେବୀ |
ଜାତୀୟତା | ଭାରତୀୟ |
ସମୟ | 1997 – ਹੁਣ ਤੱਕ |
ସାହିତ୍ୟ କୃତି | The grand of small things |
ପୁରସ୍କାର | ବୁକର ପୁରସ୍କାର (1997) |
ଦସ୍ତଖତ | |
ଏହି ଫାଇଲଟି ଶୁଣିବାରେ କିଛି ଅସୁବିଧା ହେଉଛି କି? ମିଡ଼ିଆ ସାହାଯ୍ୟ ଦେଖିବେ ।
|
Close