![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2f/Ameesha_Patel_still4.jpg/640px-Ameesha_Patel_still4.jpg&w=640&q=50)
ଅମିଶା ପଟେଲ
ଭାରତୀୟ ଅଭିନେତ୍ରୀ / From Wikipedia, the free encyclopedia
ଅମିଶା ପଟେଲ (ଜନ୍ମ ଅମିଶା ଅମିତ୍ ପଟେଲ; ୯ ଜୁନ ୧୯୭୫) ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ। ସେ ମଧ୍ୟ ତେଲୁଗୁ ଓ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୨୦୦୦ ମସିହାରେ ରୋମାଞ୍ଚକ ଚଳଚ୍ଚିତ୍ର, "କାହୋନା ପ୍ୟାର ହେ"ଦ୍ୱାରା ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ପଟେଲ୍ ଅଭିନୟ କରିଥିବା, ଗଦର୍:ଏକ ପ୍ରେମକଥା (୨୦୦୧) ଯାହାକି ଚଳଚ୍ଚିତ୍ର ଜଗତରେ ଇତିହାସ ରଚିଥିଲା। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ବହୁତ ସମାଲୋଚନା ମିଳିଥିଲା ଏବଂ ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ Filmfare special performance award ମଧ୍ୟ ମିଳିଥିଲା। ସେ ୨୦୧୧ ମସିହାରେ "ଅମିଶା ପଟେଲ୍ ପ୍ରଡ଼କ୍ସନ" ନାମରେ ଏକ ପଡ଼କ୍ସନ କମ୍ପାନୀ ତିଆରି କରିଥିଲେ।[1]
Quick Facts ଅମିଶା ପଟେଲ, ଜନ୍ମ ...
ଅମିଶା ପଟେଲ | |
---|---|
![]() | |
ଜନ୍ମ | ଅମିଶା ପଟେଲ (1975-06-09) ୯ ଜୁନ ୧୯୭୫ (ବୟସ ୪୯) |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ପ୍ରଯୋଜକ, ମଡେଲ୍ |
ସକ୍ରିୟ ବର୍ଷ | ୨୦୦୦-ବର୍ତ୍ତମାନ |
ପିତାମାତା(s) | ଆଶା ପଟେଲ୍ ଅମିତ୍ ପଟେଲ |
ସମ୍ପର୍କୀୟ | ଅସ୍ମିତ ପଟେଲ (ଭାଇ) |
Close