ଅମିତ ମିଶ୍ର
ଭାରତୀୟ କ୍ରିକେଟ ଖେଳାଳି / From Wikipedia, the free encyclopedia
ଅମିତ ମିଶ୍ର pronunciation (help·info) (ଜନ୍ମ 24 ନଭେମ୍ବର ,1982) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଜଣେ ଆକ୍ରାମକ ଲେଗ ସ୍ପିନର ହେବା ସହ ତଳ ଅର୍ଡର ବେତସ ମେନ ମଧ୍ୟ । ସେ ହରିୟଣା ରାଜ୍ୟ ଦଳ ପାଇଁ ଘରେଇ କ୍ରିକେଟ ଖେଳିବା ସହ ଦିଲ୍ଲୀ ଦଳ ପାଇଁ ଆଇପିଏଲ ଖେଳନ୍ତି । ସେ ଭାରତୀୟ ଜାତୀୟ ଦଳ ପାଇଁ ଟେଷ୍ଟ , ଏକଦିବାସୀୟ ଓ T20 ଅନ୍ତର୍ଜାତିକ ଖେଳନ୍ତି ।
Quick Facts ବ୍ୟକ୍ତିଗତ ତଥ୍ୟ, ନାମ ...
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | Amit Mishra | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Leg break | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap 259) | 17 October 2008 v Australia | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | 9 November 2016 v England | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap 151) | 13 April 2003 v South Africa | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | 29 October 2016 v New Zealand | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap 33) | 13 June 2010 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
2000–present | Haryana | |||||||||||||||||||||||||||||||||||||||||||||||||||||||||||||||||
2008–2010; 2015-present | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
2011–2012 | Deccan Chargers | |||||||||||||||||||||||||||||||||||||||||||||||||||||||||||||||||
2013–2014 | Sunrisers Hyderabad | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 5 June 2014 |
Close
ପ୍ରଥମ ଥର ପାଇଁ ସେ 2002 ମସିହାରେ ୱେଷ୍ଟ ଇଣ୍ଡିଜ ବିପକ୍ଷ୍ୟରେ ଟେଷ୍ଟ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ମାତ୍ର ଖେଳି ନଥିଲେ । ସେ 2003 ମସିହାରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକ ଏକଦିବାସୀୟ ମେଚ ଖେଳିଥିଲେ ।