ଶୀଲା ଦୀକ୍ଷିତ
ଭାରତୀୟ ରାଜନୀତିଜ୍ଞ / From Wikipedia, the free encyclopedia
ଶୀଳା ଦିକ୍ଷିତ ୩୧ ମାର୍ଚ୍ଚ ୧୯୩୮ରେ ଜନ୍ମିତ ଜଣେ ଭାରତୀୟ ରାଜନେତ୍ରୀ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇଥିଲେ । କଂଗ୍ରେସ ତରଫରୁ ତିନିଥର ଲଗାତର ମୁଖ୍ୟମନ୍ତ୍ରୀ ପଦ ଜିଣିଥିଲେ । ଡିସେମ୍ବର ୨୦୧୩ରେ ଆମ ଆଦମୀ ପାର୍ଟିର ଅରବିନ୍ଦ କେଜରିୱାଲଙ୍କଠାରୁ ପରାସ୍ତ ହେବା ପରେ କେରଳର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେଠାରୁ ୧୧ ମାର୍ଚ୍ଚ ୨୦୧୪ରେ ଇସ୍ତଫା ଦେଇଥିଲେ । [2]
Quick Facts ଶିଳା ଦିକ୍ଷିତ, କେରଳର ରାଜ୍ୟପାଳ ...
ଶିଳା ଦିକ୍ଷିତ | |
---|---|
କେରଳର ରାଜ୍ୟପାଳ | |
କାର୍ଯ୍ୟକାଳ ୧୧ ମାର୍ଚ୍ଚ ୨୦୧୪ – ୨୫ ଅଗଷ୍ଟ ୨୦୧୪ | |
ପୂର୍ବ ଅଧିକାରୀ | ନିଖିଳ କୁମାର |
ପର ଅଧିକାରୀ | ପି ସଥାଶିବମ [1] |
ଦିଲ୍ଲୀର ୬ଷ୍ଠ ମୁଖ୍ୟମନ୍ତ୍ରୀ | |
କାର୍ଯ୍ୟକାଳ ୩ ଡିସେମ୍ବର ୧୯୯୮ – ୨୮ ଡିସେମ୍ବର ୨୦୧୩ | |
ପୂର୍ବ ଅଧିକାରୀ | ସୁଷମା ସ୍ୱରାଜ |
ପର ଅଧିକାରୀ | ଅରବିନ୍ଦ କେଜରିୱାଲ |
Member of Legislative Assembly New Delhi Gole Market (1998–2008) | |
କାର୍ଯ୍ୟକାଳ ୩ ଡିସେମ୍ବର ୧୯୯୮ – ୨୮ ଡିସେମ୍ବର ୨୦୧୩ | |
ପୂର୍ବ ଅଧିକାରୀ | କୀର୍ତ୍ତି ଆଜାଦ |
ସାଂସଦ, କନୌଜ | |
କାର୍ଯ୍ୟକାଳ ୧୯୮୪ – ୮୯ | |
ପୂର୍ବ ଅଧିକାରୀ | ଛୋଟେ ସିଂହ ଯାଦବ |
ପର ଅଧିକାରୀ | ଛୋଟେ ସିଂହ ଯାଦବ |
Member of Indian delegation United Nations Commission on the Status of Women | |
କାର୍ଯ୍ୟକାଳ ୧୯୮୪ – ୮୯ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ ରାଜୀବ ଗାନ୍ଧୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1938-03-31) ୩୧ ମାର୍ଚ୍ଚ ୧୯୩୮ (ବୟସ ୮୬) କପୁରଥଲା, ପଞ୍ଜାବ ପ୍ରଦେଶ, ଭାରତ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ବିନୋଦ ଦିକ୍ଷିତ |
ସନ୍ତାନ | ସନ୍ଦିପ ଦିକ୍ଷିତ, ଲତିକା ଦିକ୍ଷିତ ସୟିଦ |
ଶିକ୍ଷାନୁଷ୍ଠାନ | ମିରନ୍ଦା ହାଉସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
୧୩ ଅଗଷ୍ଟ, 2012 ସୁଦ୍ଧା ଆଧାର: ଦିଲ୍ଲୀ ରାଜ୍ୟପାଳ |
Close