ରଚନା ବାନାର୍ଜୀ
ଭାରତୀୟ ଅଭିନେତ୍ରୀ / From Wikipedia, the free encyclopedia
ରଚନା ବାନାର୍ଜୀ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ବଙ୍ଗଳା, ତେଲୁଗୁ ଓ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରୁଛନ୍ତି ।
Quick Facts ରଚନା ବାନାର୍ଜୀ, ଜନ୍ମ ...
ରଚନା ବାନାର୍ଜୀ | |
---|---|
ଜନ୍ମ | ୨ ଅକ୍ଟୋବର ୧୯୭୮ |
ଜାତୀୟତା | ଭାରତୀୟ |
ବୃତ୍ତି | ସିନେମା ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୪-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ ସିନେମା, ଅଭିନେତ୍ରୀ |
Close