ବାଳକୃଷ୍ଣ ଦାଶ
ଓଡ଼ିଶୀ ସଙ୍ଗୀତ ଗୁରୁ, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ / From Wikipedia, the free encyclopedia
ସଙ୍ଗୀତ ସୁଧାକର ପଣ୍ଡିତ ବାଳକୃଷ୍ଣ ଦାଶ (୧୫ ମଇ ୧୯୨୩ - ୧୨ ନଭେମ୍ବର ୧୯୯୩) ଜଣେ ଓଡ଼ିଶୀ ସଙ୍ଗୀତ ଗୁରୁ, ଗାୟକ, ସ୍ୱରକାର ତଥା ସଙ୍ଗୀତ ନିର୍ଦ୍ଦେଶକ, ପ୍ରଚ୍ଛଦପଟ୍ଟ ଗାୟକ ଥିଲେ ।[1]
Quick Facts ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ଜନ୍ମ ...
ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ | |
---|---|
ଜନ୍ମ | (1923-05-15)୧୫ ମଇ ୧୯୨୩ ବସନ୍ତପେଡ଼ି, ବାଳକାଟି |
ମୃତ୍ୟୁ | ୧୨ ନଭେମ୍ବର ୧୯୯୩(1993-11-12) (ବୟସ ୭୦) |
ଜାତୀୟତା | ଭାରତୀୟ |
ବୃତ୍ତି | ସଙ୍ଗୀତ ଗାନ ଓ ନିର୍ଦ୍ଦେଶନା |
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ | |
ପ୍ରସିଦ୍ଧି | ଭଜନ, ପଲ୍ଲିଗୀତ, ଓଡ଼ିଶୀ ସଙ୍ଗୀତ |
ଶୈଳୀ | ଓଡ଼ିଶୀ ସଙ୍ଗୀତ |
ପିତାମାତା(s) | ଦୀନବନ୍ଧୁ ଦାସ, କମଳା ଦେବୀ |
ପୁରସ୍କାର | ଜୟଦେବ ପୁରସ୍କାର, କେନ୍ଦ୍ର ସଂଗୀତ ଏକାଡେମୀ ପୁରସ୍କାର |
Close