ଦୀନନାଥ ପାଠୀ (୯ ମଇ ୧୯୪୨ - ୨୯ ଅଗଷ୍ଟ ୨୦୧୬) ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ଓ ସାହିତ୍ୟିକ ଥିଲେ । ନୃତ୍ୟ, କଳା ଓ ଇତିହାସର ଗବେଷକ ଭାବରେ ସେ ପରିଚିତ ଥିଲେ । ସାମାଜିକ କଥାବସ୍ତୁ ଓ ମାଟି ମା'ର କଥା ତାଙ୍କ ଚିତ୍ର ଓ ସାହିତ୍ୟ ମାଧ୍ୟମରେ ପ୍ରକାଶ ପାଇଥିଲା ।[1]
Quick Facts ଦୀନନାଥ ପାଠୀ, ଜନ୍ମ ନାଆଁ ...
ଦୀନନାଥ ପାଠୀ |
---|
|
ଜନ୍ମ ନାଆଁ | ଦୀନନାଥ ପାଠୀ |
---|
ଜନ୍ମ | (1942-05-09)୯ ମଇ ୧୯୪୨ ଦିଗପହଣ୍ଡି |
---|
ମୃତ୍ୟୁ | ୨୯ ଅଗଷ୍ଟ ୨୦୧୬(2016-08-29) (ବୟସ ୭୪) ଭୀମଟାଙ୍ଗି, ଭୁବନେଶ୍ୱର |
---|
ଜାତୀୟତା | ଭାରତୀୟ |
---|
Close