ହୃଦ୍ରୋଗ
From Wikipedia, the free encyclopedia
ସାଧାରଣତଃ ହୃଦପିଣ୍ଡ ଠିକ ଭାବରେ କାମ ନକଲେ ତାହାକୁ ହୃଦ୍ରୋଗ ବୋଲି କୁହାଯାଏ । କେତେଜଣ ଛୁଆ ଜନ୍ମରୁ ହୃଦ୍ରୋଗରେ ଆକ୍ରାନ୍ତ ହୁଅନ୍ତି । ତାହାକୁ congenital ହୃଦ୍ରୋଗ ବୋଲି କୁହାଯାଏ । ଯଦି ପର ମୂହୁର୍ତ୍ତରେ ଏହି ରୋଗ ହୋଇଥାଏ ତାହାକୁ acquired ହୃଦ୍ରୋଗ ବୋଲି କୁହାଯାଏ ।