ଗୁଗଲପ୍ଲେକ୍ସ
From Wikipedia, the free encyclopedia
ଗୁଗଲପ୍ଲେକ୍ସ ହେଉଛି ଗୁଗଲର ଏବଂ ଏହାର ମୁଖ୍ୟ କମ୍ପାନୀ ଅଲଫାବେଟର ମୁଖ୍ୟ କାର୍ଯ୍ୟାଳୟ । ଏହା ମଉଣ୍ଟନଭିୟୁର ୧୬୦୦ ଅମ୍ଫିଥିଏଟର ପାର୍କୱେଠାରେ ଅବସ୍ଥିତ । 2,୦୦୦,୦୦୦ ବର୍ଗ ଫୁଟର ଏକ ସ୍ଥାନରେ ଏହାର ମୁଖ୍ୟ ଗୃହଟି ନିର୍ମାଣ ହୋଇ ଅଛି । ଯାହା କି ଗୁଗଲର ଗୃହମାନଙ୍କ ମଧ୍ୟରୁ ଦ୍ୱିତୀୟ ସର୍ବ ବୃହତ ଗୃହ ।