୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ
From Wikipedia, the free encyclopedia
୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ୧୩ ମେ'-୧ ଜୁନ ଯାଏଁ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନ ଏକ ଐତିହାସିକ ନିର୍ବାଚନ ସାଜିଲା କାରଣ ୨୪ ବର୍ଷର ବିଜେଡ଼ି ସରକାରର ଅନ୍ତ ଘଟିଲା ଏବଂ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେଲା।[1][2][3]
Quick Facts ୧୪୭ ବିଧାନ ସଭା ନିର୍ବାଚନ ମଣ୍ଡଳୀ, Leader ...
| |||||||||||||||||||||||||||||||
| |||||||||||||||||||||||||||||||
ବିଧାନ ସଭା ନିର୍ବାଚନ ମଣ୍ଡଳୀ | |||||||||||||||||||||||||||||||
|
Close