ୟସ୍ମିନ ଲାରୀ (ଜନ୍ମ: ୧୯୪୧; ଉର୍ଦ୍ଦୁ: لاری یاسمین)[1] ପାକିସ୍ଥାନର ପ୍ରଥମ ମହିଳା ଶିଳ୍ପକାର ଅଟନ୍ତି । [2] ସ୍ଥାପତ୍ୟ ଏବଂ ସାମାଜିକ ନ୍ୟାୟ ସହିତ ଜଡ଼ିତ ହେବାପାଇଁ ସେ ବେଶ ଜଣାଶୁଣା । ତାଙ୍କୁ ୨୦୧୬ ମସିହାରେ ସମ୍ମାନଜନକ ଫୁକୁଓକୋ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
Quick Facts ୟସ୍ମିନ ଲାରୀ, ଜନ୍ମ ...
ୟସ୍ମିନ ଲାରୀ |
---|
|
Lari speaks to BBC News (2020) in front of some of her houses. |
ଜନ୍ମ | c.1941 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
Dera Ghazi Khan, Punjab, Pakistan |
---|
ଶିକ୍ଷାନୁଷ୍ଠାନ | School of Architecture, Oxford Brookes University |
---|
Lari Associates |
ବୈବାହିକ-ସାଥୀ | Suhail Zaheer Lari |
---|
ସନ୍ତାନ | 3 |
---|
ପିତାମାତା | |
---|
ସମ୍ପର୍କୀୟ | Nasreen Jalil (sister) |
---|
Close