ଥେରୋପୋଡ଼
From Wikipedia, the free encyclopedia
ଥେରୋପୋଡ଼ (Theropoda; /θ[invalid input: 'ɨ']ˈrɒp[invalid input: 'ɵ']də/ ଗ୍ରୀକ୍ ଶବ୍ଦାର୍ଥ "beast feet" ) ସରିସ୍କିଆନ ଡାଇନୋସରମାନଙ୍କର ଏକ ସମୂହ ଅଟେ । ଥେରୋପୋଡ଼ ମାନଙ୍କର ପୂର୍ବଜ ମାଂସାଶୀ ଥିଲେହେଁ, ସମୟକ୍ରମେ କେତେକ ତୃଣଭୋଜୀ, ଉଭୟଭକ୍ଷୀ, ମତ୍ସଭକ୍ଷୀ, ଏବଂ କୀଟ-ପତଙ୍ଗଭକ୍ଷୀ ଭାବେ ବିବର୍ତ୍ତିତ ହୋଇଯାଇଥିଲେ ।
- Pteropoda, marine gastropods ସହିତ ଭ୍ରମିତ ହେବେନି !
Quick Facts ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ, Subgroups ...
Theropods ଜୀବାଶ୍ମ କାଳ: Late Triassic–Present, 231.4–0 Ma PreЄ
Є
O
S
D
C
P
T
J
K
Pg
N
| |
---|---|
Restored skeleton of Eodromaeus murphi | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ଡାଇନୋସରିଆ |
Clade: | Saurischia |
ଗୋଷ୍ଠୀ: | ଥେରୋପୋଡ଼ା Marsh, 1881 |
Subgroups[1] | |
|
Close