ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର
From Wikipedia, the free encyclopedia
ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର , ନୂଆ ଦିଲ୍ଲୀରେ ଥିବା ଭାରତର ସର୍ବ ବୃହତ୍ତମ ବିମାନବନ୍ଦର। ଯାତ୍ରୀ ପରିବହନ ପାଇଁ ଏଠାରେଟି ୩ (ଆନ୍ତର୍ଜାତୀୟ) ଓ ୧ଡି (ଜାତୀୟ) ନାମରେ ଦୁଇଟି ଟର୍ମିନାଲ ଅଛି। ଏହି ବିମାନ ବନ୍ଦରଟି ଦିଲ୍ଲୀ ନଗରର ଦକ୍ଷିଣ ପଶ୍ଚିମ ଦିଗରେ ପାଲମ ଅଞ୍ଚଳରେ ଅବସ୍ଥିତ।
Quick Facts ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଆଇ. ଜି. ଆଇ. ଏୟାରପୋର୍ଟ, ସାରକଥା ...
ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର ଆଇ. ଜି. ଆଇ. ଏୟାରପୋର୍ଟ | |||
---|---|---|---|
IATA: DEL – ICAO: VIDP
| |||
ସାରକଥା | |||
ବିମାନ ବନ୍ଦର ପ୍ରକାର | ସର୍ବସାଧାରଣ | ||
ପରିଚାଳକ | ଦିଲ୍ଲୀ ଇଣ୍ଟରନାସନାଲ ଏୟାରପୋର୍ଟ ପ୍ରାଇଭେଟ ଲିମିଟେଡ (ଡି ଆଇ ଏ ଏଲ) | ||
ସେବା | ଦିଲ୍ଲୀ | ||
ଉଚ୍ଚତା (ସମୁଦ୍ର ଠାରୁ) | ୭୭୭ ft / ୪୨ m | ||
ଦିଗବାରେଣି | 28°34′07″N 77°06′44″E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
୧୦/୨୮ | ୩୮୧୦ | Asphalt | |
୦୯/୨୭ | ୨୮୧୩ | Asphalt | |
୧୧/୨୯ | ୪୪୩୦ | Asphalt | |
Close